ହେଡଲାଇନସ୍:

ହାଇକୋର୍ଟ ବେଞ୍ଚ ଦାବିକୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ ତୃତୀୟ  ଦିନରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରେଢ଼ାଖୋଲ ରୁ ଯଶୋବନ୍ତ ସାହୁ : ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ସ୍ଥାପନ କୁ ନେଇ ଓକିଲ ସଂଘ ମିଳିତ କ୍ରିୟାନୁଷ୍ଠାନ ପଖ୍ୟରୁ ଚାଲୁଥିବା ଅାନ୍ଦୋଳନ କୁ ରେଢ଼ାଖୋଲରେ ନାଗରିକ ମଞ୍ଚ ସମର୍ଥନ କରିଛି l ଓକିଲ ସଂଘ ଏବଂ ନାଗରିକ ମଞ୍ଚ ପଖ୍ୟରୁ ଆଜି ପିକେଟିଂ କରି କୋର୍ଟ କାର୍ଯ୍ୟ ବନ୍ଦ କରାଯାଇଥିଲା l ଅନ୍ୟାନ୍ୟ ସରକାରି କାର୍ଯ୍ୟାଳୟ ମଧ୍ୟ ବନ୍ଦ କରାଯାଇଥିଲା l

0
0
0
s2sdefault