ହେଡଲାଇନସ୍:

ପ୍ରଶାନ୍ଥ ରେଡ୍ଡୀ କେନ୍ଦ୍ରକୁ ଯିବେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ୨୦୦୯ ବ୍ୟାଚ୍‍ ଆଇଏଏସ୍‍ ଡି ପ୍ରଶାନ୍ଥ କୁମାର ରେଡ୍ଡୀ କେନ୍ଦ୍ରକୁ ଯିବେ | ଉପରାଷ୍ଟ୍ରପତି ଏମ ଭେଙ୍କିୟା ନାଇଡୁଙ୍କ ବ୍ୟକ୍ତିଗତ ସଚିବ ପଦରେ ନିଯୁକ୍ତ ହେବେ ଶ୍ରୀ ରେଡ୍ଡୀ | ବର୍ତ୍ତମାନ ଶ୍ରୀ ରେଡ୍ଡୀ ସମାଜ ମଙ୍ଗଳ ନିର୍ଦ୍ଦେଶକ ସହିତ ମହିଳା ଓ ଶିଶୁ ବିକାଶ ବିଭାଗର ଯୁଗ୍ମ ସଚିବ ଅଛନ୍ତି |

0
0
0
s2sdefault