ହେଡଲାଇନସ୍:

ଜାତିଗତ ପ୍ରମାଣପତ୍ର ଦେବାରେ ଟାଳଟୁଳ ନୀତି : ଶହ ଶହ ଛାତ୍ରଛାତ୍ରୀ ନିରାଶ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ/ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ତହସିଲ କାର୍ଯ୍ୟାଳୟ ଠାରେ ଜାତିଗତ ପ୍ରମାଣ ପତ୍ର ଦେବାରେ ଟାଳଟୁଳ ନୀତି ହେଉଥିବା ଅଭିଯୋଗ ହୋଇଛି, .ଯାହାପାଇଁ ଜନସାଧାରଣ ନିଜର ଅଧିକାର ପାଇବାରୁ ବଂଚିତ ହେଉଥିବା ଅଭିଯୋଗ ହେଉଛି | .ଯାହାପାଇଁ ଶହ ଶହ ଛାତ୍ରଛାତ୍ରୀ ହଇରାଣ ହେଉଥିବା କହିଛନ୍ତି |.ତହସିଲ କର୍ମଚାରି ଜାଣିଶୁଣି ଲୋକଙ୍କୁ ହଇରାଣ କରୁଥିବା ଜି.ଉଦୟଗିରି କଂଗ୍ରେସ ପକ୍ଷରୁ ଅଭିଯୋଗ ଅଭିଯୋଗ କରାଯାଇଛି | ଯଦି ସରକାର ଏଥିପ୍ରତି ସଜାଗ ନହୁଅନ୍ତି ତା ହେଲେ ଆନ୍ଦାଳନ କରାଯିବା ନେଇ ମଧ୍ୟ ଜି .ଉଦୟଗିରି କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି |

0
0
0
s2sdefault