ହେଡଲାଇନସ୍:

ଅବକାରୀ ବିଭାଗ ନିଶାରେ, ଅବକାରୀ କାର୍ଯ୍ୟାଳୟ ପାଲଟିଛି ଅପରାଧୀଙ୍କ ଅ|ଡ୍ଡା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କନ୍ଧମାଳ/ଜି ଉଦୟଗିରି/ ଗଗନ କୁମାର ପ୍ରଧାନ : କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଠାରେ ଥିବା ଅବକାରୀ ପୋଲିସ ଅଫିସ ବର୍ତମାନ ଅପରାଧୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି | ମାସ ମାସ ଧରି କର୍ମଚାରୀଙ୍କ ଦେଖା ମିଳୁନାହିଁ .ଯାହା ପାଇଁ ଜି.ଉଦୟଗିରି ରେ ମଦ ବିକ୍ରି ବୃଦ୍ଧି ପାଉଛି . ଲୋକାଲ ଜନସାଧାରଣଙ୍କ ବହୁ ଅଭିଯୋଗ ପରେ ବି ଦେଶୀ ମଦ ଦୋକାନ ସିଲ ହେଲା l କିନ୍ତୁ ବ୍ଲାକ ରେ ଅବାଧ ବିଦେଶୀ ମଦ ବିକ୍ରି ହେଉଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି|

0
0
0
s2sdefault