ହେଡଲାଇନସ୍:

ମହୁମାଛି ଆକ୍ରମଣ ରେ ୨ ଗୁରୁତର |

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କାମାକ୍ଷାନଗର,(ରିତେଶ ବ୍ରହ୍ମା): କେନ୍ଦୁଝର ଜିଲ୍ଲା କାଳିଆହତା ଗ୍ରାମର ରେ ମହୁମାଛି ଆକ୍ରମଣ ରେ ୨ ଜଣ ଗୁରୁତର ହୋଇଛନ୍ତି |୨ ଗୁରୁତର ହେଉଛନ୍ତି ସେହି କାଳିଆହତା ଗ୍ରାମର ମାଟା ମୁଣ୍ଡା ଓ ରିତେଶ ନାୟକ |ସୂଚନା ମୁତାବକ ଉଭୟ ଆଜି ଭୋର ସମୟରେ ଗାଁ ପାଖ ପୋଖରୀ କୁ ଶୌଚ ପାଇଁ ଯାଇଥିଲେ। ଅତ୍ୟଧିକ ଶିତ କାରଣରୁ ଗୋଟେ ଗଛତଳେ ପୋଇଁ ହେବାପାଇଁ ନିଆଁ ଲଗାଇଥିଲଲେ। ସେହି ଗଛରେ ମହୁମାଛି ଥିଲେ। ତେଣୁ ମହୁମାଛି ଆକ୍ରମଣ କରିଥିଲେ |ତେବେ ସେମାନେ ଗୁରୁତର ଭାବେ ଦୌଡ଼ି ପଳାଇ ଥିବା ବେଳେ, କିଛି ଦୂରରେ ଆଚେତ ଅବସ୍ଥାରେ ଖସି ପଡ଼ିଥିଲେ |ସ୍ଥାନୀୟ ଲୋକ ଦେଖିବା ପରେ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡିକାଲ ରେ ଭର୍ତି କରିଛନ୍ତି |ବର୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବା ଜଣାପଡିଛି |

0
0
0
s2sdefault