ହେଡଲାଇନସ୍:

ପଦ୍ମପୁର ଉପ ନିର୍ବାଚନ : କୋଡିଏ ରାଉଣ୍ଡସୁଦ୍ଧା ବିଜେଡି 35,167 ଭୋଟ ଆଗରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | କୋଡିଏ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ 35,167 ଭୋଟ ଆଗରେ ରହିଛନ୍ତି | ବର୍ଷା 103849 ଭୋଟ ପାଇଥିବା ବେଳେ ପ୍ରଦୀପ 68682 ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ କୋଡିଏ ରାଉଣ୍ଡ ସୁଦ୍ଧା 3198 ଭୋଟ ପାଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି |

0
0
0
s2sdefault