ହେଡଲାଇନସ୍:

ପଦ୍ମପୁର ଉପ ନିର୍ବାଚନ : ଷଷ୍ଠ ରାଉଣ୍ଡ ସୁଦ୍ଧା ବିଜେଡି ୧୦୭୦୪ ଭୋଟ ଆଗରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ଷଷ୍ଠ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୦୭୦୪ ଭୋଟ ଆଗରେ ରହିଛନ୍ତି | ବର୍ଷା ୩୧୮୮୬ ଭୋଟ ପାଇଥିବା ବେଳେ ପ୍ରଦୀପ ୨୧୧୮୨ ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ୯୭୦ ଭୋଟ ପାଇଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି | ଏଯାବତ ନୋଟାରେ ୫୫୫ ଖଣ୍ଡ ଭୋଟ ପଡିଛି | 

0
0
0
s2sdefault