ପଦ୍ମପୁର ଉପ ନିର୍ବାଚନ : ୪ର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ୮୧୭୮ ଭୋଟ ଆଗରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ୪ର୍ଥ ରାଉଣ୍ଡ ସୁଦ୍ଧା ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି  ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୮୧୭୮ ଭୋଟ ଆଗରେ ରହିଛନ୍ତି | ବର୍ଷା 21837  ଭୋଟ ପାଇଥିବା ବେଳେ ପ୍ରଦୀପ 13659 ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ ପ୍ରଥମ ରୌଣ୍ଡରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ଚତୁର୍ଥ  ରାଉଣ୍ଡ ସୁଦ୍ଧା 616 ଭୋଟ ପାଇଛନ୍ତି  ବୋଲି ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି |  

0
0
0
s2sdefault