ହେଡଲାଇନସ୍:

ପଦ୍ମପୁର ଉପ ନିର୍ବାଚନ : ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ୫୭୬୬ ଭୋଟ ଆଗରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ତୃତୀୟ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୫୭୬୬ ଭୋଟ ଆଗରେ ରହିଛନ୍ତି | ବର୍ଷା ୧୫୯୧୬ ଭୋଟ ପାଇଥିବା ବେଳେ ପ୍ରଦୀପ ୧୦୧୫୦ ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ ପ୍ରଥମ ରୌଣ୍ଡରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ୨୦୬ .ଭୋଟ ପାଇ ଥିବା ବେଲେ ତୃତୀୟ ରାଉଣ୍ଡ ସୁଦ୍ଧା ୪୭୪ ଭୋଟ ପାଇଛନ୍ତି ବୋଲି ମୁଖ୍ୟ  ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି |  

0
0
0
s2sdefault