ହେଡଲାଇନସ୍:

ପଦ୍ମପୁର ଉପ ନିର୍ବାଚନ : ପ୍ରଥମ ରାଉଣ୍ଡ ଗଣତି ପରେ ବିଜେଡି ଆଗରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପଦ୍ମପୁର : ପଦ୍ମପୁର ଉପ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି | ମିଳିଥିବା ପ୍ରାରମ୍ଭିକ ସୂଚନା ଅନୁଯାୟୀ  ପ୍ରଥମ ରାଉଣ୍ଡ ଗଣତି ପରେ ବିଜୁ ଜନତା ଦଳ ପ୍ରାର୍ଥୀନି ବର୍ଷା ସିଂ ବରିହା ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପିର ପ୍ରଦୀପ ପୁରୋହିତଙ୍କ ଠାରୁ ୧୭୧୨ ଭୋଟ ଆଗରେ ରହିଛନ୍ତି | ବର୍ଷା ୫୫୦୧ ଭୋଟ ପାଇଥିବା ବେଳେ ପ୍ରଦୀପ ୩୭୮୯ ଭୋଟ ପାଇଛନ୍ତି | ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ସତ୍ୟ ଭୂଷଣ ସାହୁ ୨୦୬ .ଭୋଟ ପାଇଁ ତୃତୀୟ ସ୍ଥାନରେ ରହିଛନ୍ତି |

0
0
0
s2sdefault