ବରଗଡ : ବିଜେପିରେ ଯୋଗଦେବା ପାଇଁ ବରଗଡର ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି | ସେ ତାଙ୍କ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି ଯେ "କଂଗ୍ରେସରେ ରହି ଦେଶ ଓ ରାଜ୍ୟର ସେବା କରିପାରିବିନି" |
ରାଜ୍ୟ
ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ କଂଗ୍ରେସରୁ ଇସ୍ତଫା
- Hits: 578