ହେଡଲାଇନସ୍:

ବରଗଡ:- ନିଶାନି ମନ୍ଦିର ପାଖରେ ଲାଗିଲା ମାଓ ପୋଷ୍ଟର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବରଗଡ :- ଉପନିର୍ବାଚନ ପାଇଁ ବର୍ତ୍ତମାନ ରାଜନୈତିକ ମହୋଲ ସରଗରମ ଥିବା ବେଳେ , ବର୍ତ୍ତମାନର ସବୁଠୁ ବଡ଼ ଖବର , ଲାଗିଲା ମାଓ ପୋଷ୍ଟର , ପାଇକମାଲ ପଦ୍ମପୁର ରାସ୍ତା ରେ ଅବସ୍ଥିତ ନିଶାନି ମନ୍ଦିର ପାଖରେ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ପାଇକମାଳ ରୁ ପଦ୍ମପୁର ଯିବା ରାସ୍ତାର ମାଗୁରମାଲ ଛକ ଆଗକୁ ଥିବା ନିଶାନି ମନ୍ଦିର ପାଖରେ ଏବଂ ବିଜୁ ଏକ୍ସପ୍ରେସ ୱେ କଡ଼ରେ କିଛି ସମୟ ଆଗରୁ ଏକ ମାଓ ପୋଷ୍ଟର ଲାଗିଥିବା ସୂଚନା ମିଳିଛି । ଆଗକୁ ହେବାକୁ ଥିବା ଉପ ନିର୍ବାଚନ ପାଇଁ ଏହି ପୋଷ୍ଟର ଲାଗିଥାଇ ପରେ ବୋଲି ଅନୁମାନ କରାଯାଉଛି ଅସ୍ପଷ୍ଟ ଲେଖା କାରଣରୁ ପୋଷ୍ଟରରେ କଣ ଲେଖା ଯାଇଛି ତାହା ସ୍ଵଷ୍ଠଭାବେ ଜଣା ପଡୁନାହିଁ ।

0
0
0
s2sdefault