ହେଡଲାଇନସ୍:

ଆଇପିଏସ ସ୍ତରରେ ଅଦଳବଦଳ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ବରିଷ୍ଠ ଆଇପିଏସ ଅଫିସର ଯତୀନ୍ଦ୍ର କୋଏଲଙ୍କୁ ରାଜ୍ୟ ସରକାର ଆଇଜି ପ୍ରୋଭିଜନିଙ୍ଗ ଭାବେ ଅବସ୍ଥାପିତ କରିଛନ୍ତି | ସେହିପରି ଆଇଜିପି (ଆଇନ ଶୃଙ୍ଖଳା) ଭାବେ କାର୍ଯ୍ୟରତ ବରିଷ୍ଠ ଆଇପିଏସ ଅଫିସର ପ୍ରବୀଣ କୁମାରଙ୍କୁ ଆଇଜିପି (ପର୍ଶନେଲ ) ଭାବେ ନିଯୁକ୍ତ କରାଯାଇଛି | ସମ୍ପ୍ରତି ଆଇଜିପି ଏଚଆରପିସି ଭାବେ କାର୍ଯ୍ୟରତ ସଫିନ ଅହମ୍ମଦ କେ ଙ୍କୁ ଆଇଜିପି କ୍ରାଇମ ବ୍ରାଞ୍ଚ-୨ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି |

0
0
0
s2sdefault