ହେଡଲାଇନସ୍:

ଦ୍ରୌପଦୀଙ୍କ ପାଇଁ ଗର୍ବିତ, ହେଲେ ଦଳର ପ୍ରାର୍ଥୀଙ୍କୁ ଦେବି ଭୋଟ :ସୁର ରାଉତରାୟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର : ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ହୋଇଥିବା ଯୋଗୁଁ  ଓଡ଼ିଆ ଭାବେ ମୁଁ ଗର୍ବିତ । ହେଲେ ମୁଁ ଏକ ଜାତୀୟ ଦଳର ମୁଁ ଶୃଙ୍ଖଳିତ ସଦସ୍ୟ ।  ଦଳ ଯାହା ନିଷ୍ପତ୍ତି ନେବ ତାହା ମୋ ପାଇଁ ଶିରୋଧାର୍ଯ୍ୟ ।  ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ଚେଲା କୁମାର ଓ ଶରତ ପଟନାୟକ ଆମର ନେତା । ମୁଁ ଆମ ଦଳର ନିଷ୍ପତ୍ତି ଅନୁଯାୟୀ ଯଶବନ୍ତ ସିହ୍ନାଙ୍କୁ ଭୋଟ ଦେବି ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧୟକ ସୁର ରାଉତରାୟ ।

0
0
0
s2sdefault