ହେଡଲାଇନସ୍:

ମୁଖ୍ୟମନ୍ତ୍ରୀଙ୍କ ମୋବାଇଲ ଅଫିସ, ଭାୟା ଓସ୍ବାସ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରୋମରେ ତାଙ୍କ ଧାର୍ଯ୍ୟ ଗସ୍ତ କାର୍ଯ୍ୟକ୍ରମ ଜାରି ରଖିଥିବା ବେଳେ ନିୟମିତ ନିଜ ଅଫିସର ଗୁତୁତ୍ତ୍ୱପୁର୍ଣ୍ଣ ଫାଇଲ କାମ କରିବାକୁ ଭୁଲୁନାହାନ୍ତି | ଗସ୍ତ କ୍ରମ ସହ ଗୁରୁତ୍ୱପୂର୍ଣ୍ଣ ସରକାରୀ ଫାଇଲ ଗୁଡିକ ମଧ୍ୟ ରାଜ୍ୟ ସରକାରଙ୍କ ଡିଜିଟାଲ ପ୍ଲାଟଫର୍ମ ଓସ୍ବାସ ମାଧ୍ୟମରେ କରୁଛନ୍ତି | ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନିଜ ଟୁଇଟର ହାଣ୍ଡଲ ରେ ଉଲ୍ଲେଖ କରିଛନ୍ତି |
ସେ ଟୁଇଟ କରିଛନ୍ତି ଯେ, ,ଏଠାରେ (ରୋମରେ) ଧାର୍ଯ୍ୟ ହୋଇଥିବା କାର୍ଯ୍ୟକ୍ରମରେ ଯୋଗଦାନ ପାଇଁ ଯିବା ପୂର୍ବରୁ କିଛି କାମ ଶେଷ କରିଦେବା | ଆମର ଓଡିଶା ସରକାରଙ୍କ ଡିଜିଟାଲ୍ ୱାର୍କ ପ୍ଲାଟଫର୍ମ # ଓସୱାସ (ଓସ୍ବାସ)କୁ ଧନ୍ୟବାଦ | ଆମର ଭବିଷ୍ୟତ ପ୍ରକୃତରେ ଟେକ୍ନୋଲୋଜି " |

0
0
0
s2sdefault