ହେଡଲାଇନସ୍:

ପଦ୍ମପୁରରେ ଉଦଘାଟିତ ହେଲା ମାଁ ଦୁର୍ଗା ମୋଟର୍ସ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ସହରର ବରଗଡ଼ ରୋଡ଼ ଠାରେ ଟାଟାମୋର୍ସ ପକ୍ଷରୁ ମାଁ ଦୁର୍ଗା ମୋଟର୍ସ ଆନୁକୂଲ୍ୟରେ ଉଦଘାଟିତ ହୋଇଯାଇଛି ଏକ ଚାରିଚକିଆ ଯାନ ସୋରୁମ । ଓଡ଼ିଶା ସରକାରଙ୍କ  ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁସାନ୍ତ ସିଂ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସୋରୁମ କୁ ଉଦଘାଟିତ କରିଥିଲେ । ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା ଓ ଯୁବନେତା ଭୋଜରାଜ ସିଂ ବରିହା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଥିଲେ । ମାଁ ଦୁର୍ଗା ମୋଟର୍ସ ଠାରେ ଟାଟାମୋଟର୍ସର ସମସ୍ତ ପ୍ରକାର ଗାଡ଼ି ମିଲିପାରିବ ବୋଲି ପ୍ରୋପାଇଟର ସୂଚନା ଦେଇଛନ୍ତି ।

0
0
0
s2sdefault