ହେଡଲାଇନସ୍:

ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଧର୍ମେଷ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ଦାଣ୍ଡିଆ ନାଇଟ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରକାରର ପୋଷାକ ପରିଧାନ କରି ଦାଣ୍ଡିଆ ବା ଗର୍ବlନୃତ୍ୟ ପ୍ରଦର୍ଶନ କରିଥିଲେ l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ଲମ୍ବୋଧର ନିଆଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଖଡ଼ିଆଳ aaiaaisiକୈଳାଶ ଚନ୍ଦ୍ର ସେଠି,ସୁନୀଲ ସାହୁ,ବରିଷ୍ଠ ସାମ୍ବାଦିକ କୁନୁ କରିଆଁ ଓ ଗଙ୍ଗାଧର ମହାଉତି ଯୋଗ ଦେଇଥିଲେ l ସେସରେ ଧର୍ମେଷ ଡେନ୍ସ ଏକାଡେମୀ ର ନିର୍ଦେଶକ ନିଜେ ଧର୍ମେଷ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ଯୋଗେଶ୍ୱର ତାଣ୍ଡି,ପବିତ୍ର କୈବର୍ତ୍ତ,ଅମିତ ଯୋଶୀ,ଚନ୍ଦ୍ରକାନ୍ତ ସାହୁ ସହଯୋଗ କରିଥିଲେ l

0
0
0
s2sdefault