ହେଡଲାଇନସ୍:

ଖୋର୍ଦ୍ଧା ସହରରେ ବିଭିନ୍ନ ସ୍ଥାନରେ ଶାରଦୀୟ ଦୁର୍ଗାପୂଜା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଖୋର୍ଦ୍ଧା/ ରବି ନାରାୟଣ ସାହୁ :ରାଜ୍ୟ ସରକାରଙ୍କ କରୋନା କଟକଣା ପାଳନ କରାଯାଇ ଖୋର୍ଦ୍ଧା ସହରରେ ଥିବା କଣ୍ଟାଛକ ବ୍ୟବସାୟୀ ସଙ୍ଘ ପକ୍ଷରୁ ମାଆ ଙ୍କର ୫୦ତମ ପୂଜାନୁଷ୍ଠାନ ଅନୁଷ୍ଠିତ ହୋଇଯାଇଛି | ସେହିପରି ଖୋର୍ଦ୍ଧା କ୍ଲବ, ପଲଟନ ପଡିଆ,ପୁରୁଣା ଦମକଳ ଛକ ,ବ୍ୟାଙ୍କ ଛକ,ତଳ ସାହି, ମିନି ଟ୍ରକ ସଙ୍ଘ ପକ୍ଷରୁ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଯାଇଛି |ସମସ୍ତ ପୂଜା ମଣ୍ଡପରେ ବିନା ଭକ୍ତରେ ପୂଜାର୍ଚ୍ଚନା କରାଯାଇ ପୋଲିସ ମୁତୟନ କରାଯାଇଥିଲା।

0
0
0
s2sdefault