ଜୟ ଜଗନ୍ନାଥ ଯୁବକ ସଂଘ ରୋକାଲ ଓ ଭାଇ ଜିଉଁନ୍ତିଆ ଗୋଷ୍ଠୀ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ଜୟ ଜଗନ୍ନାଥ ଯୁବକ ସଂଘ ରୋକାଲ ଓ ଭାଇ ଜିଉଁନ୍ତିଆ ଗୋଷ୍ଠୀ ପକ୍ଷରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଏହି ନ୍ରୁତ୍ଯ ପ୍ରତିଯୋଗିତା ରେ ମୁଖ୍ୟ ଅତିଥି ଭାବେର ଆସିଥିଲେ ନୂଆପଡା  ବିଜୁ ଜନତା ଦଳର  ଜିଲ୍ଲା ସଂପାଦକ ଏବଂ ନୂଆପଡା ଜିଲ୍ଲା ଜଗନ୍ନାଥ ସାଂସ୍କୃତିକ ପରିସର ସଭାପତି ଶ୍ରିମାନ - ଦିନେଶ କୁମାର ତିୱାରୀ ଓ ସମ୍ମାନୀତ  ଅତିଥି ଭାବେର ରୋକାଲ  ସରପଞ୍ଚ  ଥିଲେ ମୁଖ୍ୟ ବକ୍ତା ବିଶିକେସନ ବିଶ୍ୱାଲ ଏବଂ ଜୟ ଜଗନ୍ନାଥ ୟୁଥ କ୍ଲବ ରୋକାଲ ର ସଭାପତି ଇଶ୍ୱର ମାଝୀ । ଏହି ପ୍ରତିଯୋଗିତା ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ସତ୍ଯ ନାରାୟଣ ଶବର ( କୁଳିଗାଁ), ଦ୍ଵିତୀୟ ସ୍ଥାନ ଅଧିକାର କରିଥିେଲ ଜୟ ଜଗନ୍ନାଥ ଯୁବକ ସଂଘ  ଜାନ୍ସ ଗୃପ (ରୋକନେ)ଓ ତ୍ରୁତୀୟ ସ୍ଥାନ ଅଧିକାର କରିଥିେଲ  ଶ୍ରୀମାନ- ଦୁଷ୍ମନ୍ତ ଧରୁଆ (ଫରସରା) ଚତୁର୍ଥ ସ୍ଥାନରେ କୁମାରୀ ରନ୍ଜିତା ମାଝୀ  ଅଧିକାର କରିଥିଲେ। 

 

0
0
0
s2sdefault