ହେଡଲାଇନସ୍:

ଭଦ୍ରକ ପୁରୁଣା ଵଜାର ଥାନାରେ ନୂଆ ଥାନାଧିକାରୀ ପ୍ରଜ୍ଞା  ମହାନ୍ତି  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

13-07-18-pragyan.jpg - 61.32 kB

ଭଦ୍ରକ: (ସତ୍ୟଭୂଷଣ ସ୍ଵାମୀ ) : ଭଦ୍ରକ ପୁରୁଣା ଵଜାର ଥାନାର IIC ଅଵସର ନେବା ପରେ ଦିର୍ଘ ଦିନ ଧରି ଖାଲି ଥିବା ଏହି ପଦଵୀ ପୁରଣ ହୋଇଛି। ବାଲେଶ୍ଵର ଜିଲ୍ଲାରେ ଚହଳ ପକାଇ ନିଶାଖୋର ଓ ଵଦମାସଙ୍କ ନିଦ ହଯାଇ ଦେଇଥିଵା ମହିଳା ଇନିସପେକ୍ଟର ପ୍ରଜ୍ଞା  ମହାନ୍ତି  ଆଜି ଯୋଗ ଦେଇ ନିଜର କାର୍ଯ୍ୟଭାର ସମ୍ଭାଳିଛନ୍ତି।

ଭଦ୍ରକ ପରି ଭାଇଚାରାର ସହର ଓ ପୁରୁଣା ଵଜାର ଥାନା ଅଧିନରେ ଥିବା ସମ୍ବେଦନଶୀଳ ଅଞ୍ଚଳରେ ଆଇନଶୃଖଳା ରକ୍ଷା କରିବା ପ୍ରାଥମିକ ଦାୟିତ୍ବ ରହିବ ଵୋଲି ମାଡାମ କହିଛନ୍ତି । ତେବେ ଏହି ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ହେଲେ ସ୍ଥାନୀୟ ଲୋକଙ୍କ ସହଯୋଗ ନିହାତି ଜରୁରୀ ଵୋଲି ଶ୍ରୀମତୀ ମହାନ୍ତି କହିଛନ୍ତି । ତାଙ୍କ ପରି ଜଣେ ଟାଣୁଆ Inspector ପାଇଥିବାରୁ ସ୍ଥାନୀୟ ଅଞ୍ଚଳଵାସୀ ତାଙ୍କୁ ଶୁଭେଚ୍ଛା  ଜଣାଇଛନ୍ତି ।

 

0
0
0
s2sdefault