ହେଡଲାଇନସ୍:

ପୁରୀରେ ବିମାନ ବନ୍ଦର ପାଇଁ ସର୍ଭେ କଲା ଏୟାରପୋର୍ଟ ଅଥରିଟି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପୁରୀ: ବିମାନବନ୍ଦର ପାଇଁ ସର୍ଭେ କଲା ଏୟାରପୋର୍ଟ ଅଥରିଟି । ଗିରଳ କିମ୍ବା ପୁରୀ-କୋଣାର୍କ ମେରାଇନ ଡାଇଭ ରାସ୍ତାରେ ଜାଗା ଚିହ୍ନଟ ପରେ ସର୍ଭେ କରାଯାଇଛି । 

ପୁରୀରେ ହେବ ଆନ୍ତର୍ଜାତିୟ ବିମାନବନ୍ଦର । ଗତ ଜାନୁଆରିରେ ଏ ନେଇ ଏକ ଚିଠି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଲେଖିଥିଲେ । ଦିର୍ଘ ଦିନ ପରେ ଆଜି ଏୟାରପୋର୍ଟ ଅଥରିଟିର ଏକ ଟିମ ଆସି ଦୁଇଟି ଜାଗାରେ ଅନୁଧ୍ୟାନ କରି ଯାଇଛନ୍ତି । ପ୍ରସ୍ତାବିତ ଜାଗା ଗିରଳ ଓ ପୁରୀ କୋଣାର୍କ ମରାଇନ୍ ଡ୍ରାଇଭ ରାସ୍ତାରେ ଏହି ସର୍ଭେ କରାଯାଇଛି । ସର୍ଭେ ସମୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ସମେତ ଅନେକ ଅଧିକାରୀ ଉପସ୍ଥିତ ଥିଲେ ।

0
0
0
s2sdefault