ହେଡଲାଇନସ୍:

ପୂଜ୍ୟପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ରଜପର୍ବ ଉପରେ ଭର୍ଚୁଆଲ୍ ସଭା 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ଅଗ୍ରଣୀ ପ୍ରତିଷ୍ଠାନ  ପୂଜ୍ୟ ପୂଜା ଅନୁଷ୍ଠାନ ଆନୁକୂଲ୍ୟରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସଭାପତି,ଭାଗବତ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରଜପର୍ବ ଉପରେ ଏକ ଭର୍ଚୁଆଲ୍ ରେ ସଭା ଅନୁଷ୍ଠିତ ହୋଇସାରିଛି। 

ଓଡ଼ିଶାର କୃଷି ଭିତ୍ତିକ ଓ ବୈଜ୍ଞାନିକ ସମ୍ମତ ଏହି ଗଣ ପର୍ବର ଆଲୋଚନାରେ ତାହସିଲଦାର(କୁକୁଡାଖଣ୍ଡି) ଗଞ୍ଜାମ , କଲ୍ୟାଣୀ ସଙ୍ଘମିତ୍ରା ଦେବୀ , ମହିଳା ମହାବିଦ୍ୟାଳୟ (ପାରଳାଖେମୁଣ୍ଡି)ର ଅଧ୍ୟାପିକା ଡକ୍ଟର କଲ୍ୟାଣୀ ମିଶ୍ର , ବ୍ଲକ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ(ଖଜୁରିପଦା) ଗଜପତି , ମମତା ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରଭୃତି ଯୋଗଦାନ କରିଥିଲେ।

 

0
0
0
s2sdefault