ପାରଳା ବିଧାୟକ ଉଦଘାଟନ କଲେ କରଣିଭଦ୍ରା ପ୍ରାଥମିକ କୃଷି ସମବାୟ ସମିତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ବିଧାୟକ କେ.ନାରାୟଣ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିଆଳି ଗ୍ରାମ ପଞ୍ଚାୟତର କରଣିଭଦ୍ରା ଗ୍ରାମରେ କରଣିଭଦ୍ରା ପ୍ରାଥମିକ କୃଷି ସମବାୟ ସମିତିକୁ ଉଦଘାଟନ କରିଛନ୍ତି  । 

ଏହି କାର୍ଯ୍ୟକ୍ରମରେ ଟି.ଭି. ପ୍ରସାଦ ରାଓ (ଏ ଆର୍ ସି ଏସ୍) , କାଶୀନଗର ବ୍ଳକ ଅଧ୍ୟକ୍ଷ ଶ୍ରୀ ସି.ଏଚ୍. ସୀମାଦ୍ରୀ , ଶ୍ରୀ ଦିବ୍ୟ ରଞ୍ଜନ ବିଶ୍ୱାଳ (ଆଇ୍ ସି ଏସ୍ କମ୍ ଆଡ଼ପଟେଡ଼ ଅଫିସର) , ଶ୍ରୀ ଉମା ଶଙ୍କର ଗନ୍ତାୟତ (ସଭାପତି କରଣିଭଦ୍ରା ଏସ୍.ସି.ଏସ୍) , କରଣିଭଦ୍ରା ସମ୍ପାଦକ ୟୋଗସ୍ ରାଓ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault