ହେଡଲାଇନସ୍:

ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ ବକେୟା ମିଳିବ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଅର୍ଥମନ୍ତ୍ରୀ ଦେଲେ ଅନୁମୋଦନ 

ଭୁବନେଶ୍ୱର : ସପ୍ତମ ବେତନ କମିଶନ ସୁପାରିଶ ପରିପ୍ରେକ୍ଷୀରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ପରିଚାଳିତ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ, ଯେଉଁମାନେ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସ୍ ଦ୍ୱାରା ପରିଚାଳିତ, ସେମାନଙ୍କୁ ଅର୍ଥ ବିଭାଗର ମଂଜୁରୀ କ୍ରମେ ୨୦୧୬ ଜାନୁଆରୀ ୧ରୁ ୨୦୧୭ ସେପେଫମ୍ବର ୩୦ ପର୍ଯ୍ୟନ୍ତ ବକେୟା ପେନ୍ସନ୍ ଓ ଫ୍ୟାମିଲି ପେନ୍ସନ୍ ରାଶି ପ୍ରଦାନ କରାଯିବ |  ଅର୍ଥ ବିଭାଗ ଦ୍ୱାରା ଆଗତ ପ୍ରସ୍ତାବକୁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଶଶିଭୂଷଣ ବେହେରା ମଂଜୁର କରିଛନ୍ତିା ଏହି ମର୍ମରେ ଟ୍ରେଜେରୀ ନିର୍ଦ୍ଦେଶାଳୟ ଓ କଣ୍ଟ୍ରୋଲର ଅଫ୍ ଆକାଉଣ୍ଟସଁ  ଅର୍ଥ ବିଭାଗ ଦ୍ୱାରା ନିର୍ଦ୍ଦେଶନାମା ଜାରୀ କରାଯାଇଛିା 

 

0
0
0
s2sdefault