ହେଡଲାଇନସ୍:

ଯାଜପୁର : ଧର୍ମଶାଳା ଥାନା ହରିଦାସପୁର ଠାରେ ନିର୍ମାଣ ହେବାକୁ ଥିବା ରାମକୋ ସିମେଣ୍ଟ କାରଖାନାକୁ ନେଇ ପୁଣି ବିବାଦ। କାରଖାନା ପରିସରକୁ ବାଲି ଯାଉଥିବା ସମୟରେ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ । ଗ୍ରାମବାସୀ ଓ ଠିକାଦାର ଗୋଷ୍ଠୀ ମଧ୍ୟରେ ମାରପିଟ । ଘଟଣାସ୍ଥଳରେ ଉତ୍ତେଜନା । ବ୍ୟାପକ ପୋଲିସ ମୁତୟନ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 
0
0
0
s2sdefault