ହେଡଲାଇନସ୍:

କରୋନା ସଚେତନତା ଓ ମାସ୍କ ବଣ୍ଟନ କାର୍ଯ୍ୟକ୍ରମ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଆଠମଲ୍ଲିକ /(ସନ୍ତୋଷ ମେହେର): ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କିଆକଟା ତ୍ରିବେଣୀ ଛକ ଠାରେ ଆଞ୍ଚଳିକ ସେବା ସଂସଦ ତରଫରୁ ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସେବା ସଂସଦ ର ସମସ୍ତ କର୍ମକର୍ତ୍ତା ଯୋଗଦାନ କରି ଲୋକମନକୁ ସାନିଟାଇଜର ଦେବା ସହିତ ମାସ୍କ ବଣ୍ଟନ କରିଥିଲେ I ଏହି ପରିପ୍ରେକ୍ଷୀରେ କିଆକଟା ଥାନା ଅଧିକାରୀ ଶ୍ରୀ ଅନାମ ଲାକ୍ରା ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ହୋଇ ଲୋକମନକୁ ସଚେତନ କରିବା ସହିତ ସେବା ସଂସଦର କର୍ମକର୍ତ୍ତା ମନଙ୍କୁ ସହଯୋଗ କରିଥିଲେ।

0
0
0
s2sdefault