ହେଡଲାଇନସ୍:

ଟୀକା ଦେବା ସାଜୁଛି କାଳ ।

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

BOLANGIR/NIROJ Mishra : ଗ୍ରାମଞ୍ଚଳରୁ ସହରାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ଶିଶୁର ସ୍ୱାସ୍ଥ୍ୟ ବିଷୟରେ ଡିଂଡିମ ପିଟୁଥିବା ବେଳେ, ଟୀକା ଦେବା ସାଜୁଛି କାଳ ।

ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲାର ବେଳପଡା ବ୍ଲକ ମଧ୍ୟପୁର ଗ୍ରାମରେ | ମହାନ ନାଗଙ୍କ ଦୁଇ ଛୁଆ ଓ ସ୍ତ୍ରୀ ପୁଷ୍ପାଞ୍ଜଳି ନାଗଙ୍କ ସହିତ ବେଶ ହସ ଖୁସିରେ ଚାଲୁଥିଲା ଉକ୍ତ ପରିବାର । ମହାନ ନାଗଙ୍କ ପରିବାରରେ କଳା ବାଦଲ ଛାଇଗଲା ଯେତେବେଳେ ପୁଅକୁ ଶିଶୁ ଟୀକା ଦେବା କାଳ ହେଲା । ଶିଶୁର ବାମ ଜଙ୍ଘରେ ଧୀରେ ଧୀରେ ମାଂସ ବୃଦ୍ଧି ହେବାରେ ଲାଗିଲା । ରାଜଧାନୀ ଘରୋଇ ହସ୍ପିଟାଲରେରେ ପରୀକ୍ଷା ନିରୀକ୍ଷା କଲାପରେ କ୍ୟାନସର ହୋଇଛି ବୋଲି ଜଣା ପଡିଲା । ଗରିବ ଆଦିବାସୀ ନିରୀହ ପରିବାର ନିଜର କିଛି ସମ୍ବଳ ନାହିଁ। ଘରେ ଥିବା ବାସନ କୁସନ ବିକ୍ରି କରି ବର୍ତ୍ତମାନ ନିଃସହାୟ। ବର୍ତ୍ତମାନ ଭଗବାନ ସାହା ,ପ୍ରଶାସନକୁ ଯେତେ ଗୁହାରି କଲେ ମଧ୍ୟ ମୁହଁ ବୁଲେଇ ଦେଉଛନ୍ତି ।

0
0
0
s2sdefault