କରୋନାରେ ପ୍ରାଣ ହରାଇଲେ ଆଉ ଜଣେ ସାମ୍ବାଦିକ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର (ଶାସକ ପ୍ରଶାସକ) -କରୋନାରେ ପ୍ରାଣ ହରାଇଲେ ଆଉଜଣେ ବରିଷ୍ଠ ସାମ୍ବାଦିକ  | କରୋନାରେ ସମ୍ବାଦର  ପାଟଣାଗଡ଼ ପ୍ରତିନିଧି ଯତୀଶ ଖମାରୀଙ୍କ ଦେହାନ୍ତ ହୋଇଛି |  କୋଭିଡ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱରରେ ଚାଲିଥିଲା ତାଙ୍କର ଚିକିତ୍ସା | 

0
0
0
s2sdefault