ସରପଞ୍ଚଙ୍କ ଦ୍ବାରା ଜଳ ଯୋଗାଣ ପ୍ରକଳ୍ପ ବସୁଧାର ଭୂମିପୂଜନ 

User Rating: 3 / 5

Star ActiveStar ActiveStar ActiveStar InactiveStar Inactive
 

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କୁମୀର ଗ୍ରାମ ପଞ୍ଚାୟତ ଲେରଗାଁ ଗ୍ରାମ ଠାରେ ଆଜି ସରପଞ୍ଚ ଶ୍ରୀ କ୍ଷୀରସାଗର ସାହୁଙ୍କ ଦ୍ୱାରା  ଜଳ ଯୋଗାଣ ପ୍ରକଳ୍ପ "ବସୁଧା"ର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ସ୍ଥାନୀୟ ୱାର୍ଡମେମ୍ବରଙ୍କ ସମେତ ଗ୍ରାମବାସୀ ତଥା ଉଦ୍ରବ୍ୟକ୍ତି ଉପସ୍ଥିତ ଥିଲେ । ଉକ୍ତ ବସୁଧା ଯୋଜନାରେ ଲେରଗାଁ ଗ୍ରାମକୁ ଯଥା ଶିଘ୍ର ପ୍ରକଳ୍ପ କାମ ଆରମ୍ଭ ହୋଇ ଲୋକଙ୍କ ପାଖକୁ ଜଳ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ଶ୍ରୀ କ୍ଷୀରସାଗର ସାହୁ ପ୍ରକାଶ କରିଛନ୍ତି । ଗ୍ରାମରେ ପାନୀୟ ଜଳ ସମସ୍ୟା ଦୂର ହେବ ବୋଲି ଗ୍ରାମବାସୀ ମାନେ ଖୁସି ପ୍ରକଟ କରିଛନ୍ତି ।

0
0
0
s2sdefault