ହେଡଲାଇନସ୍:

ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବୁଗୁଡ଼ା : କରୋନା ବ୍ୟାପୁଥିବା ଦୃଷ୍ଟିରୁ ବାହାର ଅଂଚଳର ଲୋକଙ୍କୁ ମା ତାରାତାରିଣୀ ଦର୍ଶନ ମନା | ଦର୍ଶନ ପାଇଁ ବାହାରୁ କେହି ନଆସିବା ପାଇଁ ପ୍ରଶାସନ ପକ୍ଷରୁ କରାଗଲା  ଅନୁରୋଧ | ବାହାର ଅଂଚଳର ଗାଡିକୁ ମନ୍ଦିର ମଧ୍ୟକୁ ପ୍ରବେଶ ଉପରେ କଟକଣା |  କେବଳ ସ୍ଥାନୀୟ ଅଂଚଳର ଲୋକ କରିପାରିବେ ଦର୍ଶନ | ଗଂଜାମ ଜିଲ୍ଲା ପ୍ରଶାସନ ଜାରିକଲେ କଟକଣା ଏବଂ ଲୋଡିଲେ ସମସ୍ତଙ୍କ ସହଯୋଗ | 

0
0
0
s2sdefault