ହେଡଲାଇନସ୍:

ବାରିପଦା ପୌରପରିଷଦ ୱେବ ସାଇଟ ହ୍ୟାକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି)-  ଗତ ଏପ୍ରିଲ ୭ରେ ବାରିପଦା ପୌରପରିଷଦର ୱେବ ସାଇଟକୁ ତୁର୍କୀ ଦେଶର ହ୍ୟାକର ଇଲ ମୁଜାଫର ହ୍ୟାକ କରିଥିବାର ଗୁଗୁଲରୁ ଜଣାପଡିଥିଲା । ତେବେ ଏ ବିଷୟରେ ଜଣାପଡିବା ପରେ ୱେବ ସାଇଟକୁ ଠିକ କରାଯାଇଛି ବୋଲି ପୌରପରିଷଦ ସୂତ୍ରରୁ ଜଣାପଡିଛି । ଗୁଗୁଲରୁ ପ୍ରାପ୍ତ ସୂଚନା ଅନୁସାରେ ୱେବ ସାଇଟରେ ଷ୍ଟାଫ ଇନଫରମେସନ ଓ ଇମ୍ପୋଟାଣ୍ଟ ନୋଟିସ ପେଜକୁ ହ୍ୟାକର ହ୍ୟାକ କରିଥିବାର ସୂଚନା ମିଳିଛି ।

0
0
0
s2sdefault