ହେଡଲାଇନସ୍:

ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଇକୋ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ଏହି କାର୍ଯ୍ୟକ୍ରମର ସଭାନେତ୍ରୀ ତଥା ଅଧ୍ୟକ୍ଷା ଡ଼ଃ.ଅରୁଣା କୁମାରୀ ସାମଲ , ସଂଯୋଜିକା ତଥା  ଅଧ୍ୟାପିକା ଅମ୍ବିକା ଦେବୀ ,  ଅଧ୍ୟାପିକା ତଥା ଜାତୀୟ ସମର ଶିକ୍ଷାର୍ଥୀ ବାହିନୀର ଏ.ଏନ୍. ଓ  ଲେଫଟେନେଣ୍ଟ ଅନିତା କୁମାରୀ ପାଢୀ , ଅଧ୍ୟାପିକା ତଥା ୟୁଥ୍ ରେଡ଼କ୍ରସର ପରାମର୍ଶଦାତ୍ରୀ ସୋଫିଆ କୁମାରୀ ମଣ୍ଡଳ , ଅଧ୍ୟାପିକା ତଥା ଏନ୍ ଏସ୍ ଏସ୍ ପି ଓ (N S S P.O) ଶ୍ରୀମତୀ ସଂଯୁକ୍ତା ପାତ୍ର ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। 

ଅନ୍ୟ ସମସ୍ତ ଅଧ୍ୟାପକ , ଅଧ୍ୟାପିକା , ଅଣ ଶିକ୍ଷକ କର୍ମଚାରୀ ତଥା ଇକୋ କ୍ଲବର ସ୍ବେଚ୍ଛାସେବୀ ଛାତ୍ରୀଗଣ ଉପସ୍ଥିତ ରହି ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

0
0
0
s2sdefault