ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ l

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି, କୋକସରା/ ଦେବେନ୍ଦ୍ର ସାଗର: ପଞ୍ଚାୟତ ସମିତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ପଞ୍ଚାୟତ ସମିତି ଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ କୋକସରା ବ୍ଲକ ର  ଅନେକ ଗ୍ରାମ ରୁ ଭିନ୍ନକ୍ଷମ ମାନେ ଯୋଗଦେଇ ନିଜର ଅସୁବିଧା ଜଣାଇ ଥିଲେ  l

 ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମ ପ୍ରୋତ୍ସାହନ ରାଶି ୫୦,୦୦୦ ଟଙ୍କା ଦିବ୍ୟାଙ୍ଗ ଠାକୁର କେତକୀ ଓ ଲଷ୍ମୀ କେତକୀ ଙ୍କୁ ଦିଆଯାଇଥିଲା ଓ ଶିବ ଶଙ୍କର ଭିନ୍ନକ୍ଷମ SHG ଙ୍କୁ ମଧ୍ୟ ୫୦,୦୦୦ ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇଥିଲା, ଶେଷରେ ଗୋସିଙ୍ଗ ବାଗ ଙ୍କୁ Tricycle ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ବିଡ଼ିଓ ମନୀଷା ଦାସ, ଡି ଏସ ଏସ ଓ ନାରାୟଣ ବେହେରା, ବି ଏସ ଏସ ଓ ଦୀପକ ବେହେରା, ସୁଭାଶିଷ ମହାନ୍ତି, ମାନସିଂ ପୁଞ୍ଜି ପ୍ରମୁଖ ଉପସ୍ଥିତ ଥିଲେ l

0
0
0
s2sdefault