ଭଦ୍ରକରୁ ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଦଙ୍ଗା ପରେ DJ ବନ୍ଦ ନେଇ ଚାଲିଥିଲା ଵିଵାଦ । ଏହାକୁ ନେଇ ଗତକାଲି ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିକାରୀ ନବ କିଶୋର ନାୟକଙ୍କୁ DJ ଚଲାଇବା ନେଇ ମାଡ ଘଟଣାରେ ଏସପି ବାତୁଳ ଗଙ୍ଗାଧରଙ୍କ କଠୋର ପଦକ୍ଷେପ ନେଇଛନ୍ତି | ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ | ସମସ୍ତ ଥାନାକୁ ଏ ସମ୍ପର୍କରେ ନିର୍ଦ୍ଦେଶ ଦିଆଯାଇଛି | ଭଦ୍ରକର ବିଭିନ୍ନ ଥାନା ଅଞ୍ଚଳରେ 20ରୁ ଅଧିକ DJକୁ ଜବତ କଲା ପୋଲିସ |
ରାଜ୍ୟ
ଭଦ୍ରକରେ ପ୍ରୋଶେସନ ସମୟରେ ଆଉ ବାଜିବନି ଡିଜେ
- Hits: 554