ହେଡଲାଇନସ୍:

ଲଜ୍ଜା : ଦେବାଳୟରେ ଏସିଡ ମାଡ,  ଆରଡ଼ି ମନ୍ଦିରରେ ଏସିଡ ମାଡ଼ରେ ସେବାୟତ ଗୁରୁତର

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଲଜ୍ଜା : ଦେବାଳୟରେ ଏସିଡ ମାଡ,  ଆରଡ଼ି ମନ୍ଦିରରେ ଏସିଡ ମାଡ଼ରେ ସେବାୟତ ଗୁରୁତର 

ଭଦ୍ରକରୁ ସତ୍ୟ ଭୂଷଣ ସ୍ୱାମୀ: : ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ  ଯାତ୍ରୀଙ୍କ ସେବାପୂଜାକୁ ନେଇ ଏସିଡ୍‌ ମାଡ଼ ଭଳି ଦୁର୍ଭାଗ୍ୟଜନକ ଅଘଟଣ ଘଟିଛି | ଏହି ଏସିଡ ମାଡ଼ରେ  ୮ରୁ ଅଧିକ ସେବାୟତ ଗୁରୁତର ହୋଇଛନ୍ତି `|  ଗୁରୁତର ସେବାୟତମାନେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |  ଉତ୍ତେଜନା ଦେଖି ଆରଡ଼ିରେ ବ୍ୟାପକ ପୋଲିସ ମୁତୟନ ହୋଇଛି   | ପୋଲିସ-ପ୍ରଶାସନର ବରିଷ୍ଠ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଂଚି  ତଦନ୍ତ ଆରମ୍ଭ  କରିଛନ୍ତି ।

 

0
0
0
s2sdefault