ହେଡଲାଇନସ୍:

 ବଢ଼ିଲା ବିଦ୍ୟୁତ ଶୁଳ୍କ : ୟୁନିଟ ପିଛା ୩୦ ପଇସା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ବିଦ୍ୟୁତ୍ ଶୁଳ୍କରେ ୟୁନିଟ୍ ପିଛା 30 ପଇସା ବୃଦ୍ଧି ହୋଇଛି | ଏହି ବର୍ଦ୍ଧିତ ଦେୟ  ବିଦ୍ୟୁତ୍ ଉପଭୋକ୍ତାମାନେ ଏପ୍ରିଲ୍ 4ରୁ ଦେବେ | ୟୁନିଟ୍ ପିଛା 30 ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ଓଡିଶା ବିଦ୍ୟୁତ ନିୟାମକ ଆୟୋଗ ଅନୁମୋଦନ କରିଛି | ଦାରିଦ୍ର ସୀମାରେଖା ତଳେ ରହୁଥିବା ଏବଂ ଜଳସେଚନ ଗ୍ରାହକଙ୍କ ପାଇଁ ବିଦ୍ୟୁତ ଶୁଳ୍କ ଅପରିବର୍ତ୍ତିତ ରହିଛି |

0
0
0
s2sdefault