ହେଡଲାଇନସ୍:

ଓଡିଆ ଇତିହାସରେ ପ୍ରଥମ: ବୁର୍ଲା ଭିମସାରରେ ତାଲା ଭାଙ୍ଗି ଚୋରି। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ) :ବୁର୍ଲା ଭୀମସାର ଡାକ୍ତରଖାନାରେ ବଡ ଧରଣର ଚୋରି । ଓଡିଶା ଇତିହାସରେ ପ୍ରଥମ ଘଟଣା। ମେଡିକାଲ କଲେଜର ୪ଟି ବିଭାଗର ୪୦ରୁ ଉର୍ଦ୍ଧ୍ବ ତାଲା ଭାଙ୍ଗି ବିଳମ୍ବିତ ରାତ୍ରିରେ ଚୋରି ହୋଇଥିବା ଅଭିଯୋଗ। ସେପଟେ ଡ୍ର ଗୁଡିକର ତାଲାକୁ ମିଶାଇ ଶତାଧିକ ହେବ ବୋଲି ଅନୁମାନ କରାଯାଇଚଛି ।   ବୁର୍ଲା ଏସଡିପିଓ, ଥାନା ଅଧିକାରୀ ଆସି ତଦନ୍ତ କରୁଛନ୍ତି | ଏଫଏମଟି, ପାଥେଲୋଜି, ଆନାଟୋମି, ମାଇକ୍ରୋବାଇଲୋଜି ବିଭାଗରୁ ଚୋରି । ତଡାଯାଇଥିବା ତାଲା ସବୁ ବାରଣ୍ଡାରେ ପଡିଛି । ତେବେ ମୟୁଜିୟମରୁ ଖଣ୍ଡା ଭୁଜାଲି ମଧ୍ୟ  ଚୋରି ହୋଇଥିବା ଅଭିଯୋଗ । ସେପଟେ ବିଭିନ୍ନ ବିଭାଗରୁ ଲେପଟପ ଓ ପ୍ରୋଜେକ୍ଟର ମଧ୍ୟ  ଚୋରି ହୋଇଥିବା ଅଭିଯୋଗ ହୋଇଛି ।

0
0
0
s2sdefault