ହେଡଲାଇନସ୍:

ତେନ୍ଦୁଲକରଂକୁ କରୋନା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ମୁମ୍ବାଇ :ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଂକୁ ହୋଇଛି କରୋନା | ସେ କୋଭିଡି ପଜିଟିଭ ଚିହ୍ନିତ ହୋଇଥିବା ଆଜି ନିଜେ ଟୁଇଟର ହାଣ୍ଡଲରେ ସୂଚନା ଦେଇଛନ୍ତି | ଘରର ଅନ୍ୟ ସଦସ୍ୟମାନେ ନେଗେଟିଭ ଅଛନ୍ତି | ସେ  ସଙ୍ଗ ରୋଧରେ ଅଛନ୍ତି ଓ କୋଭିଡ ପ୍ରଟୋକଲ ଅନୁପାଳନ କରୁଛନ୍ତି ବୋଲି କହିଛନ୍ତି ତେନ୍ଦୁଲକର | 

0
0
0
s2sdefault