ହେଡଲାଇନସ୍:

ସୋଲାର୍ ପମ୍ପ ଅଚଳ, ସଜାଡ଼ିବାକୁ ପ୍ରଶାସନକୁ ଅନୁରୋଧ  

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କଳାହାଣ୍ଡି /ତୁଳମଣି ନାଗ (ଶାସକ ପ୍ରଶାସକ): ଭବାନୀପାଟଣା ବ୍ଲକ ଅନ୍ତର୍ଗତ କୂଟ୍ରୁଖମାର ଗ୍ରାମପଂଚାୟତ ଗୋବରା ଗାଁ ର ସୋଲାର ପମ୍ପ ଅଚଳ ହୋଇ ପଡିଛି l ଆଜକୁ  ଦୁଇମାସରୁ ଉର୍ଦ୍ଧ ଦିନହେ ବ ଅଚଳ ହୋଇ ପଡିଛି l ପାଖରେ  ଥିବା ନଳକୂପ ରୁ ମଇଳା ପାଣି ବାହାରୁଛି ଯାହା ପିଇବା ପାଇଁ ମଧ୍ୟ ଉପଯୁକ୍ତ ନୁହଁ l ଭାଗ୍ୟକୁ ଆଦରି ପଡାବାସୀ ଏହି ପାଣିକୁ ବ୍ୟବହାର କରୁଛନ୍ତି l ଏଣୁ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହାକୁ ତୁରନ୍ତ ମରାମତି କରିବାପାଇଁ ଗ୍ରାମବାସୀ  ବ୍ଲକ ପ୍ରଶାସନକୁ  ନିବେଦନ କରିଛନ୍ତି l

0
0
0
s2sdefault