ହେଡଲାଇନସ୍:

ଆଇଏଫଏଚଡ଼ି  ସଂସ୍ଥା ପକ୍ଷରୁ ଏସଏଚଜି  ମା ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କଳାହାଣ୍ଡି/ତୁଳମଣି ନାଗ:ଭବାନୀପାଟଣା ବ୍ଲକ ଅନ୍ତର୍ଗତ କର୍ଲାଗୁଡା, କାମଠଣା ଓ ସଗଡା  ଠାରେ  ଆଇଏଫଏଚଡ଼ି (India Foundation for Humanistic Development)  ତରଫରୁ Aditya Birla ସହାୟତା ରେ  ସ୍ଵଂୟ ସହାୟକ ଗୋଷ୍ଠୀର  ମା ମାନଙ୍କୁ ନେଇ ଏକ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ IFHD ର C.O.O.ଭେଙ୍କଟ ରମନ୍   ଯୋଗଦେଇ କାର୍ଯକ୍ରମ ର ମୁଖ୍ୟ ଉଦେଶ୍ୟ ସଂପର୍କରେ ଅବଗତ କରାଇଥିଲେ, ଯେପରିକି ସ୍ଵଂୟ ସହାୟକ ଦଳର ମା ମାନଙ୍କର ଜୀବନ ଜୀବିକା ର ମାନଦଣ୍ଡକୁ ଅଭିବୃଦ୍ଧି କରାଇବା ସହ ସେମାନେ କିପରି କୁଶଳୀ ବ୍ୟବସାୟୀ  ହୋଇପାରିବେ ଏହି ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଂଯୋଜକ ସୁବାଷ ନାୟକ ଓ ଜିଲ୍ଲା ସଂଯୋଜକ  ସୁଦର୍ଶନ ବରାଡ,ପ୍ରିତମ ଦିଗାଲ, ବିଚିତ୍ର ରାଉତ ଓ ଗନ୍ଧର୍ବ ଗୌଡ ପ୍ରମୁଖ ଉପସ୍ଥିତ ରହି  ସହଯୋଗ କରିଥିଲେ।

0
0
0
s2sdefault