ହେଡଲାଇନସ୍:

ମଡେଲ ଶୌଚାଳୟ ଉଦଘାଟନ କଲେ  ସ୍ବାସ୍ଥ୍ୟମନ୍ତ୍ରୀ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଆଜି ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସଙ୍କ ଦ୍ଵାରା ଝାରସୁଗୁଡ଼ା ମନମୋହନ ଏମ ଇ ସ୍କୁଲ କ୍ୟାମ୍ପସରେ ଏକ ମଡେଲ ଶୌଚାଳୟର ଉଦଘାଟନ ହୋଇ ଯାଇଛି। ଏହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ତଥା ବିଭିନ୍ନ ସମୟରେ ଉକ୍ତ ପଡ଼ିଆରେ ଜିଲ୍ଲା ସ୍ତରୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସମୟରେ ଜନସାଧାରଣଙ୍କ ପାଇଁ ଏହା ଏକ ଉପଯୋଗୀ ହୋଇ ପାରିବ। ସ୍ବାସ୍ଥ୍ୟମନ୍ତ୍ରୀ ଶ୍ରୀ ନବକିଶୋର ଦାସ ଆଜି ଏହାର ଭୂମିପୂଜନ କରିଥିଲେ। ଏହି ଅବସରରେ ଝାରସୁଗୁଡ଼ାର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ଓ ସରକାରୀ ଦଳର କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।

 

0
0
0
s2sdefault