ହେଡଲାଇନସ୍:

ରାମଚଣ୍ଡୀ ସେନାର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

ପଦ୍ମପୁର/ ନୀଳ ଦୀପ : ରାମଚଣ୍ଡୀ ସେନା ଗାଇସିଲାଟ ବ୍ଲକର ମୁଡାପାଲି, ଅଏଁଲାଭଟା, ସେମେଲମୁଣ୍ଡା, ପରମାନନ୍ଦପୁର, କୁଲିଆରି, କେନ୍ଦୁମାଲ, ଆଦି ବିଭିନ୍ନ ଗ୍ରାମରେ ସଭ୍ୟ ସଂଗ୍ରହ ଆରମ୍ଭ କରିଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂଜୋଜକ ସାକେତ ଶ୍ରୀଭୂଷଣ ସାହୁ ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ସେନା ତରଫରୁ ଶିବଶଂକର ବିଶ୍ୱାଳ, ମଳୟ ଭୋଇ, ବଲ୍ଲଭ ସାହୁ, ଜୟନ୍ତ ସାହୁ, ଗଣେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ । 

0
0
0
s2sdefault