ହେଡଲାଇନସ୍:

କୁଚିଣ୍ଡାରେ ସେକ୍ସ ରାକେଟ୍‌ ଠାବ: ୨ ଜଣ ଗ୍ରାହକ, ଜଣେ ମହିଳାଙ୍କ ସହ  ଜଣେ ଯୁବତୀ  ଗିରଫ I

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର, (ରମାକାନ୍ତ ବିଶ୍ବାଳ)-କୁଚିଣ୍ଡା ସହର  ୱାର୍ଡ ନମ୍ବର ୭  ଜ୍ୟୋତିପଡା  ଥିବା ଏକ ଭଡ଼ାଘରୁ ସେକ୍ସ ରାକେଟ୍‌ ଠାବ କରିଛି ପୋଲିସ୍‌। ଏହି ଘଟଣାରେ ପୋଲିସ୍‌ ୨ ଜଣ ଗ୍ରାହକଙ୍କୁ ଗିରଫ କରିଥିବା ବେଳେ ଜଣେ ମହିଳା ଙ୍କ ସମେତ ଜଣେ ଯୁବତୀ ଙ୍କୁ  ମଧ୍ୟ ଅଟକ ରଖିଛି। ଉକ୍ତ ଘରେ ବହୁଦିନ ଧରି ସେକ୍ସ ରାକେଟ୍‌ ଚାଲିଥିବା ନେଇ ଖବର ପାଇଥିଲା ପୋଲିସ୍‌ I  ଏହାପରେ କୁଚିଣ୍ଡା ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍‌ ଉକ୍ତ ଘରେ ଶନିବାର  ଅପରାହ୍ନରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୋଲିସ୍‌ ସେଠାରୁ ୨ ଜଣଙ୍କୁ ଗିରଫ କରିଥିବା ବେଳେ ଆପତ୍ତିଜନକ ସାମଗ୍ରୀ ଜବତ କରିଛି I  ତେବେ ଗିରଫ ହୋଇଥିବା ଅଭିଯୁକ୍ତମାନଙ୍କ ପରିଚୟ ଜଣାପଡ଼ିନାହିଁ I

0
0
0
s2sdefault