ହେଡଲାଇନସ୍:

ଆଜି ମୟୂରଭଞ୍ଜରୁ ୭ ନୂଆ କରୋନା ପଜିଟିଭ ଚିହ୍ନଟ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାରିପଦା(ଦିଲ୍ଲୀପ ମହାନ୍ତି )-  ଫେବୃଆରୀ ୨୬ରେ ଓଡ଼ିଶାରୁ ଚିହ୍ନଟ ହୋଇଥିବା ୯୪ କରୋନା ପଜିଟିଭ କେଶ ମଧ୍ୟରେ ମୟୂରଭଞ୍ଜ ଜିଲ୍ଲାରୁ ୭ ଜଣ କରୋନା ଆକ୍ରାନ୍ତ ରହିଛନ୍ତି ।   ଏଥି ସହିତ ଜିଲ୍ଲାରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତମାନଙ୍କ ସଂଖ୍ୟା ବୃଦ୍ଧି ପାଇ ୧୪,୧୭୯ରେ ପହଁଞ୍ଚି ଥିବା ସମୟରେ ଫେବୃଆରୀ ୨୬ ପର୍ଯ୍ୟନ୍ତ ଜିଲ୍ଲାରୁ  ୧୪,୦୬୨ ହୋଇ ଫେରିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ  ୨୫ ଜଣ ସକ୍ରିୟ ଥାଇ ପିଆରଏମ ମେଡ଼ିକାଲର ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ  ଓ ହୋମ ଆଇସୋଲେସନରେ ଚିକିତ୍ସା ହେଉଛନ୍ତି ଏବଂ ଜିଲ୍ଲାରୁ କରୋନା ଭୂତାଣୁ ସଂକ୍ରମିତ ଥାଇ ଚିକିତ୍ସାଧୀନ ଅବସ୍ଥାରେ ମୋଟ  ୯୨ ଜଣଙ୍କର ମୃତ୍ୟୁ  ହୋଇଥିବାର ଜଣାପଡ଼ିଛି । 

0
0
0
s2sdefault