ଜନଗଣନା କାର୍ଯ୍ୟକ୍ରମରେ ଅଧିକାରୀ ଓ କର୍ମଚାରୀ ସମ୍ମାନିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ୨୦୧୧ ଜନଗଣନା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ଆଜି   ସମ୍ମାନିତ କରାଯାଇଛି । ଡି ଏମ୍ ଏଫ ସମ୍ମିଳନୀ କକ୍ଷରେ ଆୟୋଜିତ ସଭାରେ ଝାରସୁଗୁଡ଼ାର ତତ୍କାଳୀନ ଅତିରିକ୍ତ ଜିଲ୍ଲାପାଳ ମେଘନାଦ ନାଏକ , ତହସିଲଦାର ରାଜେନ୍ଦ୍ର ମିଞ୍ଜ , ଏସ ଆଇ ଅଫ ସ୍କୁଲସ କ୍ଷୀରୋଦ୍ର ପ୍ରଧାନ , ଶିକ୍ଷକ ଶୁସିଲ କୁମାର ସାହୁ , ସନ୍ତୋସିନୀ ନାଏକ , କବିତା ପଟେଲ, ଗୋପୀନାଥ ସେଠ , ପ୍ରଭାକର ପୂଜାରୀ ଓ ସୁଷମା ପଟେଲ ପ୍ରମୁଖଙ୍କୁ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଓ ଲିଲି କୁମାରୀ କୁଲୁ ପୁଷ୍ପଗୁଚ୍ଛ , ଉତ୍ତରୀୟ ଓ ପୁରସ୍କାର ପ୍ରଦାନ କରିଥିଲେ ।

0
0
0
s2sdefault