ହେଡଲାଇନସ୍:

ବିରୋଧୀ ଦଳ ନେତାଙ୍କ ସମେତ ବିଜେପି ନେତୃବୃନ୍ଦ ସହିଦଙ୍କୁ ଜଣାଇଲେ ଅନ୍ତିମ ଶ୍ରଦ୍ଧାଞ୍ଜଳି 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଓଡିଆ ଯବାନ ଲାନ୍ସନାଏକ ଶଶାଙ୍କ ଶେଖର ସାମଲ ଲଦାଖଠାରେ ସ୍ଥଳସେନାରେ କାର୍ଯ୍ୟରତ ଅବସ୍ଥାରେ ଶହୀଦ ହୋଇଛନ୍ତି । ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ କ୍ଷେତ୍ରପାଳ ଗ୍ରାମନିବାସୀ ଶହୀଦ ସାମଲଙ୍କ ପାର୍ଥୀବ ଶରୀର ଆଜି ବିମାନ ଯୋଗେ ଭୂବନେଶ୍ୱରଠାରେ ପହଂଚିବା ପରେ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହି ଅବସରରେ ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାଶ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

0
0
0
s2sdefault