ହେଡଲାଇନସ୍:

୯୨-୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

14-06-18-94-jukta-dui-bach.jpg - 71.46 kB

ବୌଦ୍ଧ (ସିମୁନ୍ ନାଏକ) ; ବୌଦ୍ଧ ଜିଲା ପୁରୁଣାକଟକ ଭୈରବୀ କନିଷ୍ଠ  ମହାବିଦ୍ୟାଳୟର ୯୨ ରୁ ୯୪ ଯୁକ୍ତ ଦୁଇ ବ୍ୟାଚର ବନ୍ଧୁମିଳନ କାର୍ଯ୍ୟକ୍ରମ ବିରନରସିଂହପୁର ସ୍ଥିତ ବନ ବିଭାଗ ନର୍ସରୀ ଠାରେ ଅନୁଷ୍ଠିତ  ହୋଇଯାଇଛି । ଏଥିରେ ଉକ୍ତ ବ୍ୟାଚର ୨୬ ଜଣ ବନ୍ଧୁ  ନିଜ ନିଜର ପରିବାର ସହ ଯୋଗଦେଇଥିଲେ । ସଂଜିବ ପ୍ରଧାନ,ସନ୍ତୋଷ କୁମାର ସେଠୀ, ପ୍ରଶନ୍ନ ଭୋକ୍ତା,ସୁମନ୍ତ କର୍ଣ୍ଣ,ଅନିତା ମେହେର,ପ୍ରେମଲତା ସାହୁ, ସୂର୍ଯ୍ୟନାରାୟଣ ପାଢୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

0
0
0
s2sdefault