ହେଡଲାଇନସ୍:

ବୁର୍ଲାରେ ବିଶ୍ଵ ମାନବଧିକାର ଦିବସ ପାଳିତ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ) -ବିଶ୍ଵ ମାନବାଧିକାର ଦିବସ ଉପଲକ୍ଷେ ଭାରତ ମାନବ ସମନ୍ୱିତ ମିଶନ ସୋସାଇଟି  ବୁର୍ଲା ପକ୍ଷରୁ  ସ୍ଥାନୀୟ ଭୀମରାଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ପରିସରରେ ପାଳନ କରାଯାଇଥିଲା। ପ୍ରତିମୂର୍ତ୍ତି ସମ୍ମୁଖରେ ଦ୍ଵୀପ ପ୍ରଜ୍ବଳନ ଓ ପୁଷ୍ପ ମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଠାକୁର ବାଗ ଙ୍କ ଅଧ୍ୟକ୍ଷତାରେ ଅତିଥି ଭାବେ ସମାଜ ସେବୀ ରାଜିନ କୁମାର, ଶ୍ରମିକ ନେତା ପ୍ରଶାନ୍ତ ପାଢ଼ୀ, ଆଇନଜୀବୀ ନାରାୟଣ ସୁନା , ଗୌର ସେନାପତି, ନାରାୟଣ ବାରିକ୍ ପ୍ରମୁଖ ମାନବାଧିକାର ଓ ସମ୍ବିଧାନ ଉପରେ ଆଲୋକପାତ କରିଥିଲେ। ବିକଳ ବାରିକ୍, ବୈଶାଖୁ କଲେତ, ଦୁବରାଜ ବନଞ୍ଚୋର, ଭଗତ ମହାନନ୍ଦ, ବାବା ମେହେର ପ୍ରମୁଖଙ୍କ ସମେତ ବହୁସଂଖ୍ୟାରେ ସଦସ୍ୟ ଉପସ୍ଥିତ ଥିଲେ। 

0
0
0
s2sdefault