ହେଡଲାଇନସ୍:

ପୌର ନିର୍ବାହୀ ଅଧିକାରୀ ଓ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର (ଶାସକ ପ୍ରଶାସକ) : କର୍ତ୍ତବ୍ୟରେ  ଅବହେଳା, ସରକାରଙ୍କ ଦ୍ୱାରା ଲକ୍ଷ ଧାର୍ଯ୍ୟ କାର୍ଯ୍ୟ ପୁରଣ କରିବାରେ ବିଫଳତା ଓ ତଥା ପ୍ରଶାସନିକ ଅପାରଗତା ଅଭିଯୋଗରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ପୌର ନିର୍ଦ୍ଦେଶକ ବାସୁଦେବପୁର ମୁନିସିପାଲିଟି କାର୍ଯ୍ୟନିର୍ବାହୀ ଅଧିକାରୀ ତାପସ ଜେନାଙ୍କୁ ନିଲମ୍ବିତ କରିଛନ୍ତି | ସେହିପରି କର୍ତ୍ତବ୍ୟରେ ଏ ଅବହେଳା ଓ ପ୍ରଶାସନିକ ଅପାରଗତା ଅଭିଯୋଗରେ ଉକ୍ତ ପୌରସଂସ୍ଥାର କନିଷ୍ଠ ଯନ୍ତ୍ରୀ ଦେଵକାନ୍ତ ନାୟକଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିବା ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି | 

 

0
0
0
s2sdefault