ହେଡଲାଇନସ୍:

ବନ୍ଦିତା ମହିଳା କଂଗ୍ରେସର କାର୍ଯ୍ୟବାହୀ ସଭାପତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

  ଭୁବନେଶ୍ୱର (ଶାସକ ପ୍ରଶାସକ) ପ୍ରଦେଶ କଂଗ୍ରେସ ମହିଳା କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡା ପ୍ରଦେଶ କଂଗ୍ରେସ ମହିଳା କଂଗ୍ରେସର କାର୍ଯ୍ୟବାହୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି | ତାଙ୍କୁ ଗତକାଲି ଏହି ନିଯୁକ୍ତି ଦିଆଯାଇଥିବା ବିଷୟ ମହିଳା କଂଗ୍ରେସର ଜାତୀୟ ସଭାନେତ୍ରୀ ସୁସ୍ମିତା ଦେବ ଏକ ପତ୍ର ମାଧ୍ୟମରେ ଜଣାଇଛନ୍ତି | 

0
0
0
s2sdefault